EV ଠାରୁ ଆରମ୍ଭ କରି ମୋବାଇଲ ବ୍ୟାଟେରୀ ପର୍ଯ୍ୟନ୍ତ ସବୁ ହୋଇଯିବ ଶସ୍ତା, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି। ନୂଆ ବଜେଟ ଅନୁଯାୟୀ, କିଛି ଜିନିଷର ମୂଲ୍ୟରେ ହ୍ରାସ ଘଟିବ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ହୋଇଯିବ ଶସ୍ତା।

ଜୀବନ ରକ୍ଷକ ଔଷଧ ଏବଂ କ୍ୟାନ୍ସରର ଔଷଧ ହୋଇଯିବ ଶସ୍ତା। ଏଥିସହ ଏଲଇଡି-ଏଲସିଡି ଟିଭିର ଦର ହ୍ରାସ ପାଇବ।

ଏଥିରେ ଲାଗୁଥିବା କଷ୍ଟମ ଡ୍ୟୁଟି ହ୍ରାସ କରାଯିବ। ଲିଥିୟମ ଆୟନ ବ୍ୟାଟେରୀ ଶସ୍ତା ହେବ। ଇଭି ଏବଂ ମୋବାଇଲର ବ୍ୟାଟେରୀ ଶସ୍ତା ହେବ।