କାମାକ୍ଷାନଗର: ବଡ଼ମୁକ୍ତାପାଣି ନିକଟରେ ବିଦ୍ୟୁତ ଟାୱାରରେ ଚଢିଯାଇଛନ୍ତି ଯୁବକ। ଅଢେଇ ଘଣ୍ଟା ହେଲା ସେ ବିଦ୍ୟୁତ ଟାୱାରରେ ବସିଛନ୍ତି। ସେହି ଟାୱାରର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି।
ବର୍ତ୍ତମାନ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଯୁବକଙ୍କ ଏଭଳି କାର୍ଯ୍ୟକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି।