Breaking: SIT ବୈଠକରେ ବଢ଼ିପାରେ KIIT ଅଡ଼ୁଆ, ୮ ତାରିଖରେ ହେବ ଆଲୋଚନା

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କଳାଟଙ୍କା ସମ୍ପର୍କିତ ଏସଆଇଟି ବୈଠକ ବସିବ ।

ଜଷ୍ଟିସ୍ ଅରିଜିତ ପଶାୟତଙ୍କ କଟକ ବାସଭବନରେ ବସିବ ଏହି ବୈଠକ ।

କିଟକୁ ମିଳୁଥିବା ଫଣ୍ଡିଂ ବବଦରେ ଆଲୋଚନା ହେବା ନେଇ ଆଶଙ୍କା ।

ଯଦି କିଟ୍ ଫଣ୍ଡିଂ ସମ୍ପର୍କରେ ଆଲୋଚନା ହୁଏ ତେବେ ପୁଣିଥରେ କିଟ୍ ଅଡ଼ୁଆ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହେଉଛି । ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିବା ନେଇ ବିବାଦରେ ଛନ୍ଦି ହୋଇଥିବା କିଟ୍ ଆହୁରି ବିବାଦରେ ଛନ୍ଦି ହୋଇପଡ଼ିବ ।