Breaking: ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା! ଉଦ୍ଧାର କାର୍ଯ୍ୟ ଜାରି

ସମ୍ବଲପୁର: ପୋଲରୁ ଡେଇଁପଡ଼ିଲେ ମହିଳା । ଚାଉଁରପୁର ଦ୍ୱିତୀୟ ସେତୁରୁ ମହାନଦୀକୁ ଡେଇଁଲେ ମହିଳା ।

ଉଦ୍ଧାର କାର୍ଯ୍ୟରେ ପୋଲିସ, ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି ।

ମହିଳାଙ୍କ ମିଳିନି ପରିଚୟ, କାହିଁକି ପୋଲି ତଳକୁ ମହିଳା ଡେଇଁଲେ ତାହାର କାରଣ ଅସ୍ପଷ୍ଟ ହୋଇନାହିଁ ।