ଭୁବନେଶ୍ୱର: ବିଜେଡି ନେତା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଆଗୁଆ ଜାମିନ ଆବେଦନ ଖାଇଜ କଲେ ହାଇକୋର୍ଟ ।
ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ । ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ ।
ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ନେଇ ଖୋଳତାଡ଼ ଚାଲିଛି ।
କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରାଜାଙ୍କ ଘର ଓ ଅଫିସ ଆଦି ରେଡ୍ କରିଛି ।