ସୁନ୍ଦରଗଡ଼: ୨ୟ ଦିନରେ ଏନଫୋର୍ସମେଣ୍ଟ ଟିମର ଚଢାଉ ଜାରି ରହିଛି। ଡ୍ରୋନ ଯୋଗେ ଚୋରା ଖଣିର ଚାଲିଛି ସନ୍ଧାନ। ଗ୍ରାଉଣ୍ଡ ଜିରୋରେ ୯ ଜଣିଆ ସ୍ୱତନ୍ତ୍ର ଟିମର ଛାନ୍ଭିନ୍ ଜାରି ରହିଛି।
ହେମଗିରି, ତେଲେନଡିହି, ରତନସରାରେ ଚଢ଼ାଉ ଜାରି ରହିଛି। ଜାମକାନୀ, ଭୋଗ୍ରାକଛାର ଚୋରା କୋଇଲା ଖଣିରେ ରେଡ୍ ଚାଲିଛି। ଏହି ତଦନ୍ତରେ ହେମଗିରି ତହସିଲଦାର, ଆରଆଇ, ଏବଂ ବନବିଭାଗ ରେଞ୍ଜ ଅଫିସର ସାମି ଅଛନ୍ତି।