ସୁନ୍ଦରଗଡ଼: ଅବକାରୀ ଗାଡ଼ିକୁ ଗୁଳିମାଡ଼ କଲେ ଗୋ ମାଫିଆ । ଲେଫ୍ରିପଡ଼ା ଥାନା ମସାବିରା ନିକଟରେ ଗୁଳିମାଡ଼ ସୂଚନା ।
ଅବକାରୀ ବିଭାଗ ଗାଡ଼ିରେ ବାଜିଛି ଗୁଳି । ଗାଡ଼ିରେ ଥିକା ଅଧିକାରୀ ସୁରକ୍ଷିତ ଥିବା ଜଣାପଡ଼ିଛି । କାହାରି କୌଣସି ପ୍ରକାର କ୍ଷତି ହୋଇନାହିଁ ।
ପିକଅପରେ ମଦ ଚାଲାଣ ସନ୍ଦେହରେ ପିଛା କରୁଥିଲା ପୋଲିସ । ପଛା କରିବା ସମୟରେ ସ୍କ୍ୱାଡ୍ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଳେ ଦୁର୍ଦୃତ୍ତ ।
୨ ଜଣ ଚମ୍ପଟ ମାରିଥିବାବେଳେ ଜଣେ ଗିରଫ । ବ୍ୟବହୃତ ବନ୍ଧୁକକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ପୋଲିସ ।