ପରିବାରକୁ ଛାଡ଼ି ଏକୁଟିଆ ପାକିସ୍ତାନ ଯିବେ ଶାରଦା! ପୋଲିସ ଜାରି କଲା ନିର୍ଦ୍ଦେଶନାମା

ବଲାଙ୍ଗିର: ବଲାଙ୍ଗିରରେ ରହୁଥିବା ଶାରଦା ବାଈଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ । ପାକିସ୍ତାନୀୁନାଗରିକ ଶାରଦା ବାଈଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି ।

ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ସୂଚନା । ଭିସା ରଦ୍ଦ ହୋଇ ସାରିଛି; ତୁରନ୍ତ ଭାରତ ଛାଡ଼ି ପାକିସ୍ତାନ ପଳାଇବାକୁ ନିର୍ଦ୍ଦେଶ ।

ନିର୍ଦ୍ଦେଶ ନ ମାନିଲେ ଆିନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି । ବଲାଙ୍ଗିର ଟାଉନ୍ ଥାନା ଠିକାଦାରପଡ଼ାରେ ରୁହନ୍ତି ଶାରଦା ।

୩ରୁ ଅଧିକ ବର୍ଷ ହେଲା ଭାରତରେ ରହୁଥିବଲେ ସୁଦ୍ଧା; ତାଙ୍କୁ ନାଗରିକତ୍ୱ ମିଳିପାରି ନାହିଁ ।