Breaking: ମୋଦିଙ୍କ ବାସ ଭବନରେ ବଡ଼ ବୈଠକ, ଯୁଦ୍ଧ ପାଇଁ ଶେଷ ପର୍ଯ୍ୟାୟ ରଣନୀତି ବୈଠକ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାୟୁସେନା ମୁଖ୍ୟ ମାର୍ସଲ୍ ଅମର ପ୍ରୀତ ସିଂଙ୍କୁ ଭେଟିଛନ୍ତି ।

ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଗତକାଲି ନୌସେନା ମୁଖ୍ୟ ଦିନେଶ କେ. ତ୍ରିପାଠୀଙ୍କୁ ଭେଟିଥିଲେ ।

ଏହି ବୈଠକ ମୋଦିଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ବସିଥିଲା ।

ପହଲଗାମ୍ ଆଟାକ୍ ପରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ ନେଇ ରଣନୀତି ପ୍ରସ୍ତୁତ କରିଛି ।

ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଯକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।