(Video) କୁନି ଝିଅକୁ ରେପ୍ ପରେ ଦାନ୍ତରେ କାମଡ଼ି ଦରମାରା କଲା ୪ ପିଲାର ବାପା
ମୃତ୍ୟୁ ସହ ଲଢ଼ୁଛି ଅଢ଼େଇ ବର୍ଷର ଝିଅ । ୪୦ ବର୍ଷର ଯୁବକ କଲା ବଳାତ୍କାର ।
ପାଟନା: ବିହାର ଦାନାପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଢ଼େଇ ବର୍ଷର ଝିଅକୁ ବଳାକ୍ରାର କରାଯାଇଛି ।
ଖାଲି ବଳାକ୍ରାର ନୁହେଁ, କୁନି ଝିଅର ଅବସ୍ଥା ଏବେ ଗୁରୁତର ଅଛି । ଡାକ୍ତରଖାନାରେ ତା’ ଚିକିତ୍ସା ଚାଲିଥିବାବେଳେ ପୀଡ଼ିତା ମୃତ୍ୟୁ ସହ ସଂଗ୍ରାମ କରୁଛି ।
ସୂଚନା ମୁତାବକ, କୁନି ଝିଅଟିକୁ ବଳାକ୍ରାର କରିଛି ୪ ପିଲାର ବାପା । ଯାହାର ବୟସ ୪୦ ବର୍ଷ । ଅଭିଯୁକ୍ତ କୁନି ଝିଅର ଗଳା, ପେଟ ଏବଂ ପ୍ରାଇଭେଟ ପାର୍ଟକୁ ଦାନ୍ତରେ କାମୁଡ଼ି ପକାଇଥିବା ଯାଉଛି ।
ଗୁରୁତର ଅବସ୍ଥାରେ କୁନି ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ଦେବା ପରେ ଘଟଣାର ତଦନ୍ତ ଜାରି ରହିଛି ।
କୁନି ଝିଅଟି କିଛି କହିବାକୁ ସକ୍ଷମ ନାହିଁ । ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ କରୁଛନ୍ତି । ଅଭିଯୁକ୍ତ ବିରୋଧରେ କୌଣସି ସୂଚନା ହସ୍ତଗତ ହୋଇ ନାହିଁ ।
बिहार के दानापुर में जिस बच्ची के साथ अमानवीय कृत्य हुआ उसकी उम्र 3 साल नहीं बल्कि 2 साल 4 महीना है,
40 साल का वासुदेव महतो जो 4 बच्चों का बाप है , बर्बरता की सारी हदें पार करके उसके साथ दुष्कर्म किया, बच्ची के गले पर,सीने पर, प्राइवेट पार्ट पर दांत से गहराई से काटे हुए है… pic.twitter.com/AqQignLKnD
— Neha Singh Rathore || नेहा सिंह राठौड़ (@imrowdy_rathore) May 6, 2025