କୋଲକାତା: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ସମ୍ପର୍କରେ ଇସ୍କନ ରଖିଲା ନିଜ ବୟାନ । ସତ ଖୋଲିଲେ ଇସ୍କନ କମ୍ୟୁନିକେଶନ୍ ନିର୍ଦ୍ଦେଶକ ।
ଇସ୍କନ ମିଶିବା ପୂର୍ବରୁ ହୋଇଥିଲା ଜଗନ୍ନାଥି ଧାମ ଟ୍ରଷ୍ଟ । ୨-୩ ବର୍ଷ ପୂର୍ବରୁ ପଶ୍ଚିମବଙ୍ଗରେ ଟ୍ରଷ୍ଟ ହୋଇଥିବା କହିଲେ ଇସ୍କନ କମ୍ୟୁନିକୋନ୍ ନିର୍ଦ୍ଦେଶକ ଅନତ୍ତମ ଦାସ ।
ଇସ୍କନ କେବଳ ସେବା ଓ ପୂଜା କାମ କରୁଛି । କିନ୍ତୁ ଟ୍ରଷ୍ଟ ବହୁ ପୂର୍ବରୁ ତିଆରି ହୋଇ ସାରିଥିଲା ।
ନାଁ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇପାରିବେ । ପୂର୍ବରୁ ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଛ କଥା କହିଛନ୍ତି ।