ପୁରୀ: ଶ୍ରୀମନ୍ଦିରରେ ରକ୍ତ ପଡ଼ିଲା ରକ୍ତ ଛିଟା । ଧୁକୁଡ଼ି ଦ୍ୱାରଠାରେ ପଡ଼ିଲା ରକ୍ତ ଛିଟା ।
ଶ୍ରୀମନ୍ଦିରରେ ହେବ ବଡ଼ ମହାସ୍ନାନ ନୀତି । ଏ ନେଇ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।
ଅନେକ ମହାସ୍ନାନ ମହାପ୍ରଭୁଙ୍କର କରାଯାଏ । କୌଣସି କାରଣରୁ ଧୁକୁଡ଼ି ଦ୍ୱାରରେ ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଛି, ସେ କାରଣରୁ ମହାସ୍ନାନ କରାଯିବ ।
ରକ୍ତ ଛିଟା କେମିତି ପଡ଼ିଲା, ତାହା ଅସ୍ପଷ୍ଟ ।