ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସହରାଞ୍ଚଳରେ ଘର ବାଣ୍ଟିବେ ମୋହନ ସରକାର। ଆଗକୁ ପୂରିବାକୁ ଯାଉଛି ରାଜ୍ୟରେ ବିଜେପି ସରକାରକୁ ବର୍ଷେ। ତେଣୁ ବର୍ଷ ପୂର୍ତ୍ତିରେ ଘର ବାଣ୍ଟିବେ ମୋହନ ସରକାର।
ହଁ ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ଷ ପୂର୍ତ୍ତିରେ ଘର ବାଣ୍ଟିବେ ସରକାର। ରାଜ୍ୟ ସରକାର ସହରାଞ୍ଚଳରେ ଘର ବାଣ୍ଟିବେ ବୋଲି ଘୋଷଣା କରାଯାଇଛି। ଏହି ଘର ବଣ୍ଟନ କାର୍ଯ୍ୟକ୍ରମ ୧୨ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।