fbpx

ଆସନ୍ତାକାଲିଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରାୟ ସବୁ ମାର୍କେଟକୁ ବନ୍ଦ ରଖାଯାଇଛି । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱରର ୟୁନିଟ-୪ ଓ ଆଖପାଖ ମାର୍କେଟ ଖୋଲିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ଅଞ୍ଚଳକୁ ଜୁଲାଇ ୧୬ରୁ ସିଲ୍ କରିଥିଲା ବିଏମସି ପ୍ରଶାସନ । ସେଠାରେ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ଏହିପରି ପଦକ୍ଷେପ ଗ୍ରହଣ କରିଥିଲା ।

Get real time updates directly on you device, subscribe now.