ସୁନ୍ଦରଗଡ: ମାଙ୍ଗାନିଜ ଚୋରା ଚାଲାଣ, ଘଟଣାସ୍ଥଳରେ ଭିଜିଲାନ୍ସର 10 ଜଣିଆ ଟିମ। ଏପରି ଘଟଣା ଦେଖିବାକୁ ମିଳିଛି, ସୁନ୍ଦରଗଡର କୋଇଡ଼ାରେ।
କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ଯାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।
ଘଟଣାସ୍ଥଳରେ ଭିଜିଲାନ୍ସର 10 ଜଣିଆ ଟିମ ଉପସ୍ଥିତ ଥିବାବେଳେ ଟିମରେ ତହସିଲଦାର ଓ ରେଞ୍ଜରଙ୍କ ସମେତ କୋଇଡା ଖଣି ଉପନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଅଛନ୍ତି।