ରୁଦ୍ରପ୍ରୟାଗ-ବଦ୍ରିନାଥ NH ରେ ଦୁର୍ଘଟଣା, ଅକଳାନନ୍ଦା ନଦୀକୁ ଖସିପଡ଼ିଲା ବସ

ରୁଦ୍ରପ୍ରୟାଗ-ବଦ୍ରିନାଥ NH ରେ ଦୁର୍ଘଟଣା । ଅକଳାନନ୍ଦା ନଦୀକୁ ଖସିପଡ଼ିଲା ବସ ।

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗ-ବଦ୍ରିନାଥ NH ରେ ଦୁର୍ଘଟଣା । ଅକଳାନନ୍ଦା ନଦୀକୁ ଖସିପଡ଼ିଲା ବସ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ 18 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଅଳକାନନ୍ଦା ନଦୀକୁ ଖସିପଡ଼ିଛି । ଫଳରେ ଅତି କମରେ ଜଣେ ପ୍ରାଣ ହରାଇଥିବା ବେଳେ 10 ଜଣ ନିଖୋଜ ଥିବା ଜଣାପଡ଼ିଛି।

ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପଟେ  7 ଜଣଙ୍କୁ ଉଦ୍ଧାର କରିଛି ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ବାହିନୀ ।