fbpx

କ୍ୱାରେଣ୍ଟାଇନକୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

ମାଲକାନଗିରି,୬ ।୮(ଓଡିଶା ଭାସ୍କର): ଏଣିକି ସଙ୍ଗରୋଧ ବା କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ହେଡକ୍ୱାର୍ଟର୍ସ ଛାଡିଲେ ଜିଲ୍ଲାପାଳଙ୍କ ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି । ଛୁଟିରୁ ଫେରିଲେ ୧୪ ଦିନ ସଙ୍ଗରୋଧରେ ରହିବେ କର୍ମଚାରୀ । ସଙ୍ଗରୋଧ ସହ ସରକାରୀ କାର୍ଯ୍ୟକୁ ସଂଲଗ୍ନ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ୧୪ ଦିନ କ୍ୱାରେଣ୍ଟାଇନ ଅବଧି ବ୍ୟକ୍ତଗତ ଛୁଟିରେ ପରିଗଣିତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.