ନବୀନ ନିବାସରେ ବଡ଼ ବୈଠକ, ଆସିପାରେ ବଡ଼ ନିଷ୍ପତ୍ତି, କଣ ପାଇଁ ହଠାତ୍ ଏ ବୈଠକ…

ହି ବୈଠକରେ ବହୁ ଗୁରୁତ୍ୱପୂ୍ର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣା ପଡ଼ିଛି ।

ଓଡ଼ିଶା ଭାସ୍କର: ନବୀନ ନିବାସରେ ଚାଲିଛି ବଡ଼ ବୈଠକ । ଏହି ବୈଠକରେ ବହୁ ଗୁରୁତ୍ୱପୂ୍ର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣା ପଡ଼ିଛି । ବିଶେଷକରି ବୈଠକରେ ଉପରାଷ୍ଟ୍ରପତିଙ୍କୁ ସମର୍ଥନ ନେଇ ତମାମ ଆଲୋଚନା ହୋଇଥିବା କୁହାଯାଉଛି ।