fbpx

ରାଜ୍ୟର IPS ଓ OPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର):ରାଜ୍ୟାର ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଆଇପିଏସ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସତୀଶ କୁମାର ଗଜଭିୟେଙ୍କୁ ଟ୍ରାଫିକ୍ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ କରାଯାଇଛି । ମନୋଜ ମହନ୍ତ ଦେବଗଡର ଏସପି ହୋଇଛନ୍ତି । ଓଏପିଏସ ବିଜୟ ସାହୁଙ୍କୁ ସପ୍ତମ ବାଟାଲିଅନର କମାଣ୍ଡାଣ୍ଟ ଭାବେ ଗୁରୁଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.