fbpx

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟ୍ରକ୍

ମାଲକାନଗିରି,୧୮ ।୮(ଓଡିଶା ଭାସ୍କର): ବ୍ରିଜ ତଳକୁ ଖସିଲା ଟ୍ରକ । ଲଘୁଚାପ କାରଣରୁ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାତାୟତ ଠପ୍ ହୋଇ ପଡିଥିବା ବେଳେ ମାଲକାନଗିରି କାଳିମେଳା ଅଞ୍ଚଳରେ ଘଟିଯାଇଛି ଏକ ଦୁର୍ଘଟଣା । ଅତ୍ୟଧିକ ଜଳପ୍ରବାହରୁ ଏକ ଟ୍ରକ୍ ଭାରସାମ୍ୟ ହରାଇ ବିଜ୍ରରୁ ଖସିପଡିଛି । କାନୁଗୁରୁକୋଣ୍ଡା ବ୍ରିଜରେ ଘଟିଯାଇଛି ଏହି ଦୁର୍ଘଟଣା । ଫଳରେ କ୍ରେନ୍ ସାହାର୍ଯ୍ୟରେ ଟ୍ରକର ଉଦ୍ଧାର କାର୍ଯ୍ୟ ଚାଲିଛି ।

Get real time updates directly on you device, subscribe now.