fbpx

ଅଟଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ ।ଏମ୍ସରେ ମୋଡ଼ୁଲାର ଅପରେସନ ଥିଏଟର ଓ ଆଇସିୟୁ କମ୍ପେ୍ଲକ୍ସର ମଧ୍ୟ ଶିଳାନ୍ୟାସ କରାଯାଇଛି । CATH-LAB ଏବଂ DFR(fluoroscopy)ର ଉଦଘାଟନ ମଧ୍ୟ କରାଯାଇଛି । ସେହି କାର୍ଯ୍ୟକ୍ରମରେ ରାଜ୍ୟର ୩ ସାଂସଦ ଓ ଜଟଣୀ ବିଧାୟକ ଯୋଗ ଦେଇଥିଲେ ।

Get real time updates directly on you device, subscribe now.