fbpx

ଆରମ୍ଭ ହେଲା କୁମ୍ଭୀର ଗଣନା

ରାଜନଗର, ୨୬ା୧୨(ଓଡ଼ିଶା ଭାସ୍କର): ଭିତରକନିକାରେ ଆଜି କୁମ୍ଭୀର ଗଣନା ଆରମ୍ଭ ହୋଇଛି । ରାଜନଗର, ଡାଙ୍ଗମାଳ, ମହାକାଳପଡ଼ା ଓ ଗହୀରମଥାରେ ଗଣନା ଚାଲିଛି । ଏହି ଗଣନାରେ ବନବିଭାଗର ୨୩ଟି ଟିମ୍ ସାମିଲ ହୋଇଥିବା ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିକାରୀ ଓ କୁମ୍ଭୀର ବିଶାରଦଙ୍କ ନେତୃତ୍ୱରେ ଗଣନା ଆରମ୍ଭ ହୋଇଛି । କୁମ୍ଭୀର ଗଣନା ୪ତାରିଖ ଯାଏଁ ଗଣନା କାର୍ଯ୍ୟ ଚାଲିବ । ଏହାସହ ଜାନୁଆରି ୪ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ ।

Get real time updates directly on you device, subscribe now.