fbpx
BSKY
BJD SHG SKY
BJD YOUTH SKY

ମୁଁହରେ ଲଗାନ୍ତୁ ବିଅର, ଆଉ ଦେଖନ୍ତୁ ଚମତ୍କାର

ବିଅର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସତ, କିନ୍ତୁ ତ୍ବଚାପାଇଁ ଅତ୍ୟାନ୍ତ ଲାଭଦାୟକ। ବର୍ତ୍ତମାନ ଅନେକ ଲୋକ ବିଅର ପିଉଛନ୍ତି।

ବିଅର ପିଇବା ଫଳରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ କିନ୍ତୁ ଏହା ଆମ ତ୍ବଚାରେ ଲଗାଇଲେ ଏକ ଔଷଧ ଭାବେ କାମ କରିଥାଏ। ତେବେ ଆସନ୍ତୁ ଜାଣିବା ତ୍ବଚା ପାଇଁ ବିଅରର ଫାଇଦା….

ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଦୁଇ ଚାମଚ ଅଲିଭ ତେଲ ଏବଂଏଥିରେ ଦୁଇ ଚାମଚ ମହୁ ଏବଂ ଏକ ଚାମଚ ଲେମ୍ବୁ ରସ ଏବଂ ବିଅରର ଅଳ୍ପ ବୁନ୍ଦା ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ପାଖାପାଖି ୧୫ମିନିଟ୍ ତ୍ବଚାରେ ଲଗାନ୍ତୁ। ଏହିପରି ସପ୍ତାହେ କଲେ ଆପଣଙ୍କୁତେଲିଆ ତ୍ବଚାରୁ ମୁକ୍ତି ମିଳିବ।

ଆପଣଙ୍କ ତ୍ବଚାରେ ଯଦି କଳାଦାଗ ହୋଇଥାଏ ତେବେ ତୁଳସୀ ପତ୍ରକୁ ବାଟିସେଥିରେ ବିଅରର କିଛି ବୁନ୍ଦା ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ନିଜ ତ୍ବଚାରେ ପାଖାପାଖି ୩୦ମିନିଟ୍ ଲଗାଇ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଆପଣଙ୍କ କଳା ଦାଗଦୂର ହୋଇଯିବ।

Get real time updates directly on you device, subscribe now.