fbpx

ଆନ୍ତର୍ଜାତିକ ମେଳାରେ ପାଳନ ହେଉଛି ଓଡ଼ିଶା ଦିବସ

ନୂଆଦିଲ୍ଲୀ,୨୧ା୧୧: ନୂଆଦିଲ୍ଲୀରେ ଆନ୍ତର୍ଜାତିକ ମେଳାରେ ଆଜି ଓଡ଼ିଶା ଦିବସ ପାଳନ ହୋଇଛି । ଓଡ଼ିଶା ଦିବସରେ ଯୋଗ ଦେଇଛନ୍ତି ଆବାସିକ କମିସନର ସଞ୍ଜୀବ ମିଶ୍ର । ତାଙ୍କ ସହ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଓ ଢ଼େଙ୍କାନାଳ ସାଂସଦ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥର ବାଣିଜ୍ୟ ମେଳାରେ ଓଡ଼ିଶାର ବିଷୟ ଇଜ ଅଫ ଡୁଇଂ ବିଜନେସ ରହିଛି ।

Get real time updates directly on you device, subscribe now.