fbpx

ଦିନକର କେତୋଟି ବାଦାମ ଖାଇବା ଉଚିତ ? ଜାଣନ୍ତୁ

ବାଦାମ ଶରୀର ପକ୍ଷେ ଲାଭଦାୟକ ହୋଇଥିବା ବେଳେ ଏହାର ଅତ୍ୟଧିକ ସେବନ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ବାଦାମ ଏକ ଉଷ୍ମଜାତୀୟ ଫଳ। ତେବେ ଆଜି ଆମେ ଜାଣିବା ପ୍ରତିଦିନ କେତୋଟି ଲେଖାଏଁ ବାଦାମ ଖାଇବା ଉଚିତ୍।

ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତ ଭଳି ଗ୍ରୀଷ୍ମପ୍ରଧାନ ଦେଶରେ ୪/୫ଟିରୁ ବେଶୀ ବାଦାମ ଖାଇବା ଉଚିତ୍ ନୁହେଁ । କିନ୍ତୁ ଯଦି ଏହାକୁ ବତୁରାଇ ଖାଇବା ଏହା ଆମ ପାଇଁ ଅଧିକ ଲାଭଦାୟକ ହେବ। ନିୟମିତ ଭାବରେ ବାଦାମ ଖାଇଲେ ହୃଦରୋଗ,ମସ୍ତିଷ୍କ ବିକାର,ସୁସ୍ଥ ତ୍ବଚା ଏବଂ ବାଳ,ମଧୁମେହ,କାଶ,ଶ୍ବାସରୋଗଏବଂ ଆନିମିଆ ରୋଗ ନିମନ୍ତେ ଲାଭଦାୟକ ହୋଇଥାଏ।

କିନ୍ତୁ ଅତ୍ୟଧିକ ବାଦାମ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ,ତ୍ବଚା ସମସ୍ୟା,ଅତ୍ୟଧିକ ଝାଳ ବାହାରିବା ସମସ୍ୟା ଦେଖାଯାଇଥାଏ।

Get real time updates directly on you device, subscribe now.