fbpx

ବାସୁଦେବପୁର ବିଧାୟକଙ୍କୁ କରୋନା

ଭଦ୍ରକ,୩/୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ କରୋନା କବଜାରେ ଆସିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ପଜିଟିଭ ଚିହ୍ନଟ ନେଇ ଖୋଦ ବିଧାୟକ ଵିଷ୍ଣୁ ସୂଚନା ଦେଇଛନ୍ତି। ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.