fbpx

ନିଶା ଅଧିକ ହୋଇଯାଇଥିଲେ, ଖସେଇବା ପାଇଁ ପିଅନ୍ତୁ ଏହି ମିଲ୍କସେକ୍‌

ଆଜିକାଲିର ଯୁବପିଢି କିଛି ନା କିଛି ନିଶା ସେବନ କରିଥାନ୍ତି । ନିଶା ବେଳେ ବେଳେ ଅଧିକ ହୋଇଯାଇଥିଲେ ମୁଣ୍ଡ ବିନ୍ଧା ହୋଇଥାଏ। କଦଳୀ ମିଲ୍କ ସେକ ପିଇଲେ ନିଶା ଖସି ଯାଇଥାଏ। ଏହାଛଡ଼ା କଦଳୀ ମିଲ୍କ ସେକ ପିିଇଲେ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ। କାରଣ ଏଥିରେ ସୁଗାର ଓ ଫାଇବର ଭରପୂର ମାତ୍ରାରେ ରହିଛି। ଥାଇମିନ, ନିୟାସିନ ଏବଂ ଫଲିକ ଏସିଡ ରୂପରେ ଭିଟାମିନ ଏ ଏବଂ ବି ପର୍ଯ୍ୟାପ୍ତ ପରିମାଣରେ ରହିଛି। ତେବେ ଆସନ୍ତୁ ଜାଣିିିବା କଦଳୀ ମିଲ୍କ ସେକ ପିିଇଲେ କଣ ସବୁ ଫାଇଦା ମିିଳେ।

ଏଥିରେ ପୋଟାସିୟମ ଥିବାରୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ବେଶ୍‌ ଉପକାରୀ ହୋଇଥାଏ।

କଦଳୀ ଖାଇବା ଦ୍ୱାରା  ରକ୍ତରେ ଥିବା ସୁଗାରର ମାତ୍ରା ନିୟନ୍ତ୍ରଣରେ ରହିଥାଏ।

କଦଳୀରେ ଭରପୂର ମାତ୍ରାରେ  ଥିବା ଫାଇବର ପାଚନ କ୍ରିୟାକୁ ସୁସ୍ଥ ରଖେ।

 

ଏଥିରେ ଆଇରନ ଭରପୂର ମାତ୍ରାରେ ରହିଥିବାରୁ ଏହା ରକ୍ତରେ ହିମୋଗ୍ଲୋବିନ୍‌ର ସ୍ତରକୁ ବଢାଇଥାଏ ।

ଅଲସର ରୋଗୀଙ୍କ ପାଇଁ ପାଚିଲା କଦଳୀ ବଡ଼ ଉପକାରୀ ହୋଇଥାଏ।

Get real time updates directly on you device, subscribe now.