fbpx

ବଡ ଖବର: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

କଟକ,୧୬ ।୯(ଓଡିଶା ଭାସ୍କର): କଟକ ଶିଖରପୁର ଲେବୁଲ କ୍ରସିଂରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ତେଲ ନେଇ ଯାଉଥିବା ବେଳେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ବଡ ଦୁର୍ଘଟଣାରୁ ର୍ତେଳ ଟ୍ୟାଙ୍କରଟି ଅଳ୍ପକେ ବର୍ତ୍ତିଯାଇଛି । ଖବର ପାଇ ରେଲେଓ୍ୱର ଟେକ୍ନିକାଲ ଟିମ ଓ RPF ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।

Get real time updates directly on you device, subscribe now.