fbpx

ଆଜିଠୁ ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧/୯(ଓଡିଶା ଭାସ୍କର): ଆଜିଠୁ ସମସ୍ତ କଲେଜରେ ଯୁକ୍ତ୨ ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଚାଲିବ ଏହି ନାମଲେଖା ପ୍ରକ୍ରିୟା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.