fbpx

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ, ୧୧ ।୧୦(ଓଡିଶା ଭାସ୍କର): ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି ଅନ୍ତର୍ଜାତୀୟ ସଂସ୍ଥା । ଡେନମାର୍କର ଏକ ସଂସ୍ଥା ପକ୍ଷରୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫାୟାର ହୋଟେଲ ବେଳାଭୂମି ଯାଏଁ ମିଳିଛି ଏହି ମାନ୍ୟତା । ୮୬୦ ମିଟର ବ୍ୟାପ୍ତି ବେଳାଭୂମିକୁ ପ୍ରଦୂଷଣ ମୁକ୍ତ ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଦେଶରେ ପୁରୀ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ତୃତୀୟ ସ୍ଥାନ ଅଧିକାର କରିଛି ।

Get real time updates directly on you device, subscribe now.