fbpx

ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର, ୨ ।୧୧(ଓଡିଶା ଭାସ୍କର): ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ବାନ୍ଧିନେଇଛି ପୋଲିସ । ଆଜି ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ । ତେବେ ଶିବପ୍ରସାଦଙ୍କ ହାତରେ ଓଡିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ ଥିବା ଜଣାପଡିଛି ।

Get real time updates directly on you device, subscribe now.