ଭୁବନେଶ୍ୱର,୪।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୪୭୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୧୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 3rd November
New Positive Cases: 1474
In Quarantine: 855
Local Contacts: 619(Details of local contacts will be shared by concerned District Administration)
District Wise Cases:
1. Angul: 76
2. Balasore: 78
3. Bargarh: 68
4. Bhadrak: 19
5. Balangir: 89— I & PR Department, Odisha (@IPR_Odisha) November 4, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 52
23. Nawarangpur: 30
24. Nayagarh: 20
25. Nuapada: 46
26. Puri: 73
27. Rayagada: 7
28. Sambalpur: 37
29. Sonepur: 5
30. Sundargarh: 104
31. State Pool: 30New recoveries: 1462
Cumulative tested: 4736246
Positive: 295889
Recovered: 280553
Active cases: 13919— I & PR Department, Odisha (@IPR_Odisha) November 4, 2020