fbpx

ରାଜ୍ୟରେ ୪ ଜଣ OAS ଅଧିକାରୀଙ୍କ ବଦଳି

ଭୁବନେଶ୍ୱର,୧୫/୧୧(ଓଡିଶା ଭାସ୍କର): ୪ ଜଣ OAS ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ମାୟାଧର ବେହେରା ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଉପକମିସନର । ବାଙ୍କୀରେ ଅତିରିକ୍ତ ଉପଜିଲ୍ଲାପାଳ ଥିଲେ ମାୟାଧର । ଶୈଳେନ୍ଦ୍ର ଦ୍ବିବେଦୀ ହୋଇଛନ୍ତି ସାଧାରଣ ଉଦ୍ୟୋଗ ବିଭାଗ ଅତିରିକ୍ତ ସଚିବ ।

ସେହିପରି ଢେଙ୍କାନାଳ ADM ସୌଦାମିନୀ ସେଠୀ ହୋଇଛନ୍ତି ଅବକାରୀ ଯୁଗ୍ମ ସଚିବ । ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ହେଲେ ଢେଙ୍କାନାଳ ADM ।

Get real time updates directly on you device, subscribe now.