fbpx

ନାଗାର୍ଜୁନ ବେଶ ନେଇ କ’ଣ ରହିଛି ନିଷ୍ପତ୍ତି?

ପୁରୀ,୨୪ ।୧୧(ଓଡିଶା ଭାସ୍କର): ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଶେଷ ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡ଼ କଟକଣା ଯୋଗୁଁ ଭକ୍ତ ନାଗର୍ଜୁନ ବେଶ ଦର୍ଶନ କରିପାରିବେନି । କେବଳ ଅନୁମତିପ୍ରାପ୍ତ ସେବକ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ସେବାୟତ ବେଶରେ ଯେମିତି କେହି ପାଇପାରିବେ ନାହିଁ, ତାହା ଉପରେ ନଜର ରଖାଯିବ । ସେବାୟତ ଶ୍ରୀମନ୍ଦିରକୁ ମୋବାଇଲ୍ ନେଇପାରିବେ ନାହିଁ ।’

Get real time updates directly on you device, subscribe now.