fbpx

କମିବ ଡାଲି ଦର, ୧୫ ଟଙ୍କା ରିହାତି ଦେବେ ସରକାର!

ନୂଆଦିଲ୍ଲୀ ୨୯/୧୧  ଖାଉଟି ମାନଙ୍କ ପାଇଁ ଖୁସି ଖବର , ଖୁବ ଶୀଘ୍ର କମିବାକୁ ଯାଉଛି ଡାଲି ଦର । ଡାଲି ଦର କାମ କରିବାକୁ ସରକାର ଓପନ ମାର୍କେଟ ସେଲ ସ୍କିମରେ ରିହାତି ଦେଇପାରନ୍ତି। ସୂତ୍ର ଅନୁଯାୟୀ, ପ୍ରାଇସ ମନିଟରିଂ କମିଟି ଡାଲି ଦର କିଲୋ ପ୍ରତି ୧୦ ରୁ ୧୫ ଟଙ୍କା ରିହାତି ଦେବାକୁ ସୁପାରିଶ କରିଛି।ଏଥିପାଇଁ ସରକାର ୨୦ ଲକ୍ଷ ଟନର ବଫର ଷ୍ଟକ ତିଆରି କରିଛି। ପାର୍ବଣ ଋତୁରେ ଡାଲି ଦର ବୃଦ୍ଧି ପାଇଥିଲା।
ବୃଦ୍ଧି ପାଇଥିବା ସାମଗ୍ରୀ ଗୁଡିକର ଦାମ ଧୀରେ ଧୀରେ କମିବାରେ ଲାଗିଛି ଡାଲି ପରେ ଖାଇବା ତେଲ ର ଦାମ ମଧ୍ୟ କମିବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.