fbpx
BSKY
BJD SHG SKY
BJD YOUTH SKY

ମାନବତା ର ଉଦାହରଣ, 11 ଜଣ ବନ୍ଧୁ ମିଶି ଗରିବ ମାନଙ୍କୁ 10 ଟଙ୍କାରେ ଖୁଆଉଛନ୍ତି ପେଟପୁରା ଖାଦ୍ୟ

ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ 11 ଜଣ ବନ୍ଧୁ ମିଶି ଦୈନିକ ପ୍ରାୟ ଏକ ହଜାର ଲୋକଙ୍କୁ ଖାଦ୍ୟ ପରିବେଷଣ କରନ୍ତି | ସୂଚାନଯୋଗ୍ୟ ଯେ ଆଜି ମଧ୍ୟ ସେମାନେ କେବଳ 10 ଟଙ୍କାରେ ପେଟପୁରା ଖାଦ୍ୟ ଯୋଗାଇଦିଅନ୍ତି | ଏହି ଅନନ୍ୟ ରସୋଇର ନାମ ହେଉଛି ‘ମା ଅନ୍ନପୂର୍ଣ୍ଣା ରସୋଇଘର ‘ | 11 ଜଣଙ୍କର ଏହି ଦଳରେ ବ୍ୟବସାୟୀ, ଦୋକାନୀ, ସରକାରୀ କର୍ମଚାରୀ ଏବଂ ଫଟୋଗ୍ରାଫର ସାମିଲ ଅଛନ୍ତି |
ଏଥିମଧ୍ୟରେ ସରକାରୀ ଡାକ୍ତରଖାନାର କମ୍ପାଉଣ୍ଡର ମହେଶ ଗୋୟଲ, ଡାଲି ମିଲ ର ମାଲିକ ରାମାବତାର ଲୀଲା, ଆକାଉଣ୍ଟାଣ୍ଟ ରାଜକୁମାର ସରାଭାଗି, କପଡା ବ୍ୟବସାୟୀ ରାଜେନ୍ଦ୍ର ଅଗ୍ରୱାଲ, ଶାଢ଼ୀ ବିକ୍ରେତା ଅନିଲ ସାରୋଗୀ, ବ୍ୟବସାୟୀ ରାହୁଲ ଛାବ୍ରା, କପଡା ବ୍ୟବସାୟୀ ପୱନ ସିଙ୍ଗଲ, ଫଟୋଗ୍ରାଫର ବିନୋଦ ଭରମା, ବ୍ୟବସାୟୀ ଭୁପ ସହାରନ, କର୍ମଚାରୀ ଦୀପକ ବନସାଲ ଏବଂ ଚା ବିକ୍ରେତା ଶମ୍ଭୁ ସିଙ୍ଗଲ୍ ସାମିଲ ଅଛନ୍ତି |

Get real time updates directly on you device, subscribe now.