fbpx

ରାଶିଫଳ (ଶନିବାର, ୨ ଜାନୁଆରୀ ୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ େହେବ । ଆପଣ ନିଜ ଲକ୍ଷେର ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପୋର । ବେିଶଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବେିତଇଲା ପେର ଅନ୍ୟାନ୍ୟ କ୍ଷେତ୍ରେର ଓ ଉନ୍ନତି ପରିଲକ୍ଷିତ ହେବ ।
ବୃଷ- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହେଯାଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼େିବ କିନ୍ତୁ ମେନ ରଖନ୍ତୁ ଆପଣଙ୍କର ସବୁ କଥୋର ଏକ ସୀମା ମଧ୍ୟ ରହିଛି ।
ମିଥୁନ- ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବେଯ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛେର ଆପଣଙ୍କର ଖରାପ କରୁଛନ୍ତି ।

କକର୍ଟ- ଆଜି ଆପଣଙ୍କୁ ନିଜ ଘେର ପୂର୍ଣ୍ଣ ଦିନ ବିତାେଇଲ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରେିବ । ତାଙ୍କ ଦ୍ୱାରା ମିଲିଥିବା ସହେଯାଗ ଆପଣଙ୍କ ମନକୁ ସ୍ପର୍ଶ କରିବ ।

ସିଂହ- ଆଜି ଆପଣ ସେମାନଙ୍କୁ ଜଣାେଇଦେବ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବେୁବେଳ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ େହେଲ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ ।
କନ୍ୟା- ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନେର ବତ୍ତର୍ମାନ ସମୟେର ଯେଉଁ ପରିବତ୍ତର୍ନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା- ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘେର କିଛି ଚିନ୍ତା ଅନୁଭବ ହୋଇପୋର । ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗେର ରହିପାରନ୍ତି,ଯାହାର ପ୍ରଭାବ ଆପଣଙ୍କର ମୁଡ଼୍ ଉପେର ମଧ୍ୟ ପଡ଼ିପୋର ।
ବିଛା- ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପୋର ଏବଂ ଆପଣଙ୍କ ଆଗେର କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପୋର । ଆପଣଙ୍କର ରାଗି କରି କଥା ହେବା ବଦଳେର ଭଲେହବ ଯଦି ଆପଣ ତାଙ୍କୁ ସ୍ନେହେର ବୁଝାେଇବ ।
ଧନୁ- ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚିତ୍ । ଆପଣଙ୍କ ଜୀବନେର ବତ୍ତର୍ମାନ ସମୟେର ଯେଉଁ ପରିବତ୍ତର୍ନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

ମକର- ଆଜି ଆପଣ ନିଜକୁ ଠିକ ଭୋବ ବୁଝି ପାରେିବ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭୋବ ବୁଝିବାକୁ ଚେଷ୍ଟା କରେିବ । ଏହି ସମୟ ଆପଣଙ୍କ ପାଇଁ ଶୁଭ େଅଟ ।ଆପଣଙ୍କର ରାଗି କରି କଥା ହେବା ବଦଳେର ଭଲେହବ ଯଦି ଆପଣ ତାଙ୍କୁ ସ୍ନେହେର ବୁଝାେଇବ ।
କୁମ୍ଭ- ଆପଣ ଏଭଳି ଜେଣ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଜେର ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ େକେବ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ମୀନ- ଆଜି ଆପଣ କୌଣସି ନୂଆ କାମ କରିବୋର ମନ େଦେବ ।ଏହି କାମ ଚେସ ଖେଳ ଠାରୁ ନେଇ ଆକାଶେର ଉଡ଼ିବା ପର୍ଯ୍ୟନ୍ତ ହୋଇପୋର । ଏହି ସମୟ ନିଜ ଜୀବନ ଶୈଳେିର ପରିବତ୍ତର୍ନ ଆଣିବାର ଏବଂ କିଛି ମଜ୍ଜା କରିବାର େଅଟ ।

Get real time updates directly on you device, subscribe now.