fbpx

ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ,୫ ।୧: କରୋନା କାଳ ମଧ୍ୟରେ ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୫ ଯାଏ ଚାଲିବ । ଫେବ୍ରୁଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍ । ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ । କୋଭିଡ ଯୋଗୁଁ ଦୈନିକ ୪ ଘଣ୍ଟା ପାଇଁ ସଂସଦର ଉଭୟ ଗୃହ କାର୍ଯ୍ୟ ଚାଲିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.