fbpx

ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ ଟିକା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଗତକାଲି କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଆଜି କୋଭାକ୍ସିନ ଭୁବନେଶ୍ୱରରେ ପହଞ୍ଚିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଡୋଜ ଆସିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.