fbpx

ବାଙ୍କୀ ଅଞ୍ଚଳରେ ପକ୍ଷୀ ମଡକ!

ବାଙ୍କୀ,୨୭ ।୧(ଓଡିଶା ଭାସ୍କର): ବାଙ୍କୀ କୋଟଦ୍ୱାର ନିକଟ ବିଲରୁ ୪ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ହୋଇଛନ୍ତି । ପକ୍ଷୀଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ପକ୍ଷୀ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ସନ୍ଦେହ କରାଯାଉଛି । ତେବେ ଗତକିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପକ୍ଷୀ ମଡକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

Get real time updates directly on you device, subscribe now.