fbpx

ମେ ୩ରୁ ୧୫ ଯାଏ ହେବ ମାଟ୍ରିକ ପରୀକ୍ଷା ।

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଚଳିତ ବର୍ଷ  ମେ ୩ରୁ ୧୫ ଯାଏ ହେବ ମାଟ୍ରିକ ପରୀକ୍ଷା ଏନେଇ ସୂଚନା ଦେଇଛି ଗଣଶିକ୍ଷା ବିଭାଗ । ୩ରୁ ୧୨ ଯାଏ ହେବ ସଂସ୍କୃତ ଓ ମଧ୍ୟମା ପରୀକ୍ଷା । ୩ରୁ ୧୫ ଯାଏ ହେବ ମୁକ୍ତ ବିଦ୍ୟାଳୟ ପରୀକ୍ଷା । ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେ ବିଷୟରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Get real time updates directly on you device, subscribe now.