fbpx

କାଲି ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଆସନ୍ତାକାଲି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବୈଠକ ର ଅଧକ୍ଷତା କରିବେ ।  ମନ୍ତ୍ରୀ ପରିଷଦ ବୈଠକ ରେ ୨୦୨୧-୨୨  ଆର୍ଥିକ ବର୍ଷର ବଜେଟ କୁ ମଞ୍ଜୁରି ମିଳିବ ।

Get real time updates directly on you device, subscribe now.