fbpx

କାଲିଠୁ ଖୋଲିବ ଇଂଜିନିୟରିଂ କଲେଜ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର) ଆସନ୍ତା ୧୦ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ  ।  ରାଜ୍ୟର ସମସ୍ତ ଇଂଜିନିୟରିଂ, ଆଇଟିଆଇ, ପଲିଟେକନିକ କଲେଜ ଆସନ୍ତାକାଲି ଖୋଲିବ  । ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ ୧୦ରୁ ଖୋଲିବ । ୧୦ରୁ କଲେଜ ଖୋଲିଲେ ମଧ୍ୟ ୧୭ରୁ କ୍ଲାସ ଆରମ୍ଭ ହେବ କୋଭିଡ କଟକଣା କୁ ମାନି ପାଠପଢା ଆରମ୍ଭ ହେବ  ।

Get real time updates directly on you device, subscribe now.