fbpx

ଚଳିତବର୍ଷ ହେବନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ 

ପୁରୀ ; ଚଳିତବର୍ଷ ହେବନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପଞ୍ଜିକା ସମୀକରଣ ବୈଠକରେ ଏହି ନିଷ୍ପତ୍ତି ନିଅ ଯାଇଛି । ପଞ୍ଜିକା ସମୀକରଣ   ବୈଠକ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ସୂଚନା ଦେଇଛନ୍ତି ।

ସେହିପରି  ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ ଅନୁଷ୍ଠିତ  ହେବ  । ରାତିରେ ପଦ୍ମବେଶରେ ମଇଲମ ହୋଇ ମହାପ୍ରଭୁ ଦର୍ଶନ  ଦେବ  । ପଦ୍ମ । ରବିବାର ଅବକାଶ ନୀତି ଯାଏଁ ରହିବ ପଦ୍ମବେଶ ।

Get real time updates directly on you device, subscribe now.