fbpx

ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ।

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର) ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।ଏହି ଟ୍ୱିଟ୍ ରେ ସେ କହିଛନ୍ତି ଯେ ଓଡିଶାର ସଂସ୍କୃତି, ଭାବନାକୁ ଗୁରୁତ୍ୱ ଦିଅନ୍ତି ମୋଦୀ ସରକାର । ରାଜ୍ୟ ସହ କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ ହେବ । ସେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତିଯେ ଏ ସମ୍ପର୍କରେ ସଂସ୍କୃତି ମନ୍ତ୍ରାଳୟ ସଚିବ ଙ୍କୁ ଚିଠିଲେଖିବାକୁ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦେଶ ଦିଅନ୍ତୁ ।

Get real time updates directly on you device, subscribe now.