fbpx

ଜଳିଗଲା ଯାତ୍ରୀବାହୀ ବସ୍

ରାୟଗଡ଼ା,୧୩ ।୨(ଓଡିଶା ଭାସ୍କର): ରାୟଗଡା ଶିରିଗୁଡା ତାରିଣୀ ଛକରେ ଜଳିଗଲା ଯାତ୍ରୀବାହୀ ବସ୍ । ଅଗ୍ନିକାଣ୍ଡର କାରଣ  ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ଯାତ୍ରୀ । ତେବେ ‘ବର୍ଷା’ ନାମକ ବସଟି ନବରଙ୍ଗପୁର କଷାଗୁମୁଡ଼ାରୁ ଗଞ୍ଜାମର ପୋଲସରାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.