fbpx

ସ୍କୁଲ ଭିତରେ ଛୁରାମାଡ

ଗଞ୍ଜାମ,୩ ।୩(ଓଡିଶା ଭାସ୍କର): ସ୍କୁଲ ଭିତରେ ୨ ଛାତ୍ରଙ୍କ ମଧ୍ୟରେ ହୋଇଛି ଛୁରାମାଡ । ଗଞ୍ଜାମ ଥାନା ଗାଙ୍ଗପୁର ବଡବୋରସିଙ୍ଗ ଗାଁ ନୋଡାଲ ସ୍କୁଲରେ ହୋଇଛି ଛୁରାମାଡ । ଥଟ୍ଟାମଜାରୁ ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଛାତ୍ରର ଛୁରାମାଡରେ ଅମିତ ନାୟକ ନାମକ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଛାତ୍ର ଅମିତ ନାୟକଙ୍କୁ ପ୍ରହ୍ମପୁର ବଡ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ଛାତ୍ରକୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.