fbpx

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ଚିଠିରେ ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡିଆ ଭାଷାରେ କରିବାକୁ ପ୍ରଦୀପ ଦାବି କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ, ସମସ୍ତ ସରକାରୀ କାର୍ଯ୍ୟ ଓ ବିଚାର ବିଭାଗୀୟ କାର୍ଯ୍ୟ ଓଡିଆରେ କରାଯାଉ । ରାଜ୍ୟ ଶାସନରେ ଓଡିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉ ।’

Get real time updates directly on you device, subscribe now.