fbpx

+୨ ପ୍ରଥମ ବର୍ଷ ପରୀକ୍ଷାର ହେବ ପୁନର୍ବିଚାର: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): +୨ ପ୍ରଥମ ବର୍ଷ ପରୀକ୍ଷା ନେଇ ପୁନର୍ବିଚାର ସରକାର କରିବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ପିଲାମାନେ ପ୍ରସ୍ତୁତି ହୋଇନଥିବାରୁ ପୁନର୍ବିଚାର କରାଯିବ । +୨ର ପ୍ରଥମ ବର୍ଷ ପାସ ହେଲେ ଦ୍ୱିତୀୟ ବର୍ଷକୁ ଯାଇପାରିବ । ପ୍ରଥମ ବର୍ଷ ପାସ୍ ପାଇଁ ୩୩% ମାର୍କ ରଖିବାକୁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.