fbpx

ଅପରାହ୍ମ ୩ଟା ୩୦ ସୁଦ୍ଧା ୬ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ଅପରାହ୍ମ ୩ଟା ୩୦ ସୁଦ୍ଧା ୬ ଜିଲ୍ଲାକୁ ସାବଧାନ ରହିବାକୁ ସତର୍କ ସୂଚନା ଦିଆଯାଇଛି । ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହି ୬ଟି ଜିଲ୍ଲା ଯଥା-ମୟୂରଭଞ୍ଜ, କନ୍ଧମାଳ, ନୂଆପଡ଼ା, ରାୟଗଡ଼ା, କୋରାପୁଟ ଓ କେନ୍ଦୁଝରରେ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.